Jump to content

ଶିଞ୍ଜନ

ଉଇକିଅଭିଧାନ‌ରୁ

ଶିଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଶିଞ୍ଜ ଧାତୁ=ଅବ୍ୟକ୍ତ ଧ୍ୱନି କରିବା+ଭାବ. ଅନ)

[ସମ୍ପାଦନା]
୧. ଅବ୍ୟକ୍ତ ମଧୁର ଶବ୍ଦ —୧. A sweet and indistinct sound.
୨. ଅଳଙ୍କାରର ମଧୁର ଝଙ୍କାର ବା ଧ୍ୱନି —୨. Tinkling of ornaments; clanging.