ଶିଞ୍ଜିତ
ଦେଖଣା
ଶିଞ୍ଜିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶିଞ୍ଜ ଧାତୁ=ଅବ୍ୟକ୍ତ ଧ୍ୱନି କରିବା+ କର୍ତ୍ତୃ. ତ)
[ସମ୍ପାଦନା]- ୧. ମୁଖର; ଶବ୍ଦ କରୁଥିବା —୧. Resounding.
- ୨. ମଧୁର ଝଣ ଝଣ ଶବ୍ଦକାରୀ — ୨. Tinkling.
ସଂସ୍କୃତ - ବି
[ସମ୍ପାଦନା]- ୧. (ଭାବ. ତ) ଅବ୍ୟକ୍ତ ମଧୁର ଧ୍ୱନି —୧. Sweet indistinct sound.
- ୨. ଅଳଙ୍କାରାଦିର ଝଣ ଝଣ; ରୁଣୁଝୁଣୁ ନାଦ — ୨. The tinkling of ornaments.
- ୩. (+ କର୍ତ୍ତୃ. ତ) ଧନୁର୍ଗୁଣ —୩. The cord of a bow;bow string.
- ୪. ନୁପୁର —୪. Tinkling anklet.
- ୫. ବଳୟ —୫. A larger ring.