Jump to content

ଶିଞ୍ଜୀ

ଉଇକିଅଭିଧାନ‌ରୁ

ଶିଞ୍ଜୀ

ଉଚ୍ଚାରଣ

[ସମ୍ପାଦନା]
(ଶିଞ୍ଜିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶଞ୍ଜ ଧାତୁ+କର୍ତ୍ତୃ ଇନ୍, ଶିଞ୍ଜିନ୍ ଶବ୍ଦ)

[ସମ୍ପାଦନା]

ମଧୁର ଶବ୍ଦକାରୀ —Tinkling; clanging.