ଶିଠ
ଦେଖଣା
ଶିଠ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶିଠା (ଦେଖ) - —Ṡiṭhā (See)
ପ୍ରାଦେଶିକ - (ଗଡ଼ଜାତ) ବି—(ସଂସ୍କୃତ - ଶ୍ରେଷ୍ଠ)
[ସମ୍ପାଦନା]- ୧. ରାଜାଙ୍କ ଉଆସର ଓ ଝମାରର ତତ୍ତ୍ୱାବଧାରକ କର୍ମଚାରୀ; ଯେଉଁ ବ୍ୟକ୍ତି ଖମାରରୁ ଜିନିସ ପତ୍ର ଦିଆ ନିଆ କରେ —An officer of a Rājā's household who is in charge of
the palace and granary.
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ଆୟ ବ୍ୟୟ ଲେଖାଲେଖି କରନ୍ତି ତାଙ୍କୁ କରଣ ବୋଲାଯାଏ]
- ୨. ଦୂତ —୨. Messenger.
[ଉ—କେ ଦ୍ୱାର ଶିଠ ପେଷିଲେ, କେହୁ ଆପଣେ ଆସିଲେ ବ୍ରଜନାଥ ସମତରଙ୍ଗ]
ପ୍ରାଦେଶିକ - (କନ୍ଧମାଳ) ବିଶେଷ୍ୟ - (ସଂସ୍କୃତ - ଶ୍ରେଷ୍ଠ; ଶ୍ରେଷ୍ଠଭାଷା)
[ସମ୍ପାଦନା]ଓଡ଼ିଆଭାଷା — The Oriya language.