Jump to content

ଶିଠା

ଉଇକିଅଭିଧାନ‌ରୁ

ଶିଠା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଶିଷ୍ଟ, ଉଜ୍ଜିଷ୍ଟ, ଅବ ଷ୍ଟ କିମ୍ୱା କୀଟ୍ଟ)

[ସମ୍ପାଦନା]
୧. ତେଲ ଆଦିର କାଣ୍ଟି —୧. The sendiment of the oil left at the bottom of a pot; dregs.
୨. ମହୁ ଶିଠା; ମହମ —୨. Wax.
୩. ଭାଙ୍ଗ ଆଦି ଛଣାଯିବା ପରେ ଛଣା କନାରେ ରହିଯିବା଼ ଖଦଡ଼ା ବସ୍ତୁ —୩. Refuge left after sifting pasted ganja leaves.
୪. ଦ୍ରବ୍ୟାଦିର ବର୍ଜନୀୟ ଅଂଶ —୪. Dregs; refuse.

ଦେଶଜ - ବିଶେଷଣ -

[ସମ୍ପାଦନା]

ମହୁ ଶିଠାପରି ବିବର୍ଣ୍ଣ —Pale as wax; discoloured; wan.

[ଯଥା—ତା ମୁହଁ ଶିଠା ପଡ଼ି ଗଲାଣି]