Jump to content

ଶିଣ୍ଡାକୀ

ଉଇକିଅଭିଧାନ‌ରୁ

ଶିଣ୍ଡାକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୂଳାପତ୍ରର ରସରେ ବେଶର ଓ ଲୃଣ ମିଶାଇ କିମ୍ୱା ବେଶରରେ ଚାଉଳ ଚୂନା ପକାଇ ପ୍ରସ୍ତୁତ କରାଯିବା କାଞ୍ଜି (ହିନ୍ଦୀ - ଶ.) —A sour gruel used as curry.

[ଦ୍ରଷ୍ଟବ୍ୟ —ବୈଦ୍ୟକ ଅନୁସାରେ ଏହା ରୁଚିକାରୀ, ଗୁରୁପାକ, କଫକର, ପିତ୍ତକର ଅଟେ— ହିନ୍ଦୀ - ଶ.]