Jump to content

ଶିତିବାସାଃ

ଉଇକିଅଭିଧାନ‌ରୁ

ଶିତିବାସାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ଶିତି=କୃଷ୍ଣ ବର୍ଣ୍ଣ ଅଟେ ବାସଃ=ବସ୍ତ୍ର ଯାହାର; ଶିତି ବାପସ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]

ନୀଳାମ୍ୱର; ବଳରାମ; ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ବୈମାତ୍ରେୟ ଭ୍ରାତା — Baḻarāma; elder step-brother of Srīkṛushṇa.