Jump to content

ଶିତି କଣ୍ଠ

ଉଇକିଅଭିଧାନ‌ରୁ

ଶିତି କଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରୀହି; ଶିତି=କୃଷ୍ଣବର୍ଣ୍ଣ ଅଟେ କଣ୍ଠ ଯାହାର)

[ସମ୍ପାଦନା]
୧. ନୀଳକଣ୍ଠ; ଶିବ; ମହାଦେବ —୧. Ṡiba.
୨. ମୟୂର —୨. Peacock.
୩. ଦାତ୍ୟୁଦ; ଡ଼ାହୁକ ପକ୍ଷୀ —୩. The waater-hen; Amarorrnis Phaenicurus.
୪. ଚାତକ (ହିନ୍ଦୀ - ଶ.) —୪. Pied crested cuckoo; swift.
୫. ନାଗ ଦେବତା —୫. Serpent worshipped as Deity.