Jump to content

ଶିତୁଳିଆ

ଉଇକିଅଭିଧାନ‌ରୁ

ଶିତୁଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି

[ସମ୍ପାଦନା]

ଦେହରେ ଓ ବିଶେଷତଃ ମୁଣ୍ଡରେ ଏକାଦିକ୍ରମେ ବାହାରିବା ବହୁ କଷ୍ଟପ୍ରଦ ବ୍ରଣ—[ଦ୍ରଷ୍ଟବ୍ୟ —ସାଧାରଣତଃ ଦେଖାଯାଏ ଯେ, ଗ୍ରୀଷ୍ମ ଋତୁ ଶେଷରେ ଓ ବର୍ଷା ଋତୁରେ ଦେହରେ ଗୋଟିକ ପରେ ଗୋଟିଏ ବହୁତ ବ୍ରଣ ଉଠେ] — Generalised furunculosis; multiple eruption of boils of varying sizes on the skin on different parts of the body.