Jump to content

ଶିନି

ଉଇକିଅଭିଧାନ‌ରୁ

ଶିନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶି ଧାତୁ=ତୀକ୍ଷଣ କରିବା+କର୍ତ୍ତୃ. ନି)

[ସମ୍ପାଦନା]
୧. ଗର୍ଗ ଋଷିଙ୍କ ପୁତ୍ର (ହିନ୍ଦୀ - ଶ.) —୧. Name of the son of sage Garga.
୨. ଯଦୂବଂଶୀୟ ନୃପ ବିଶେଷ — ୨. Name of a King of the J̄adu dynasty of ancient India.

[ଦ୍ରଷ୍ଟବ୍ୟ —ଏ ଦେବକରାଜକନ୍ୟା ଦେବୀଙ୍କ ବିବାହସଭାରୁ ଦେବକୀଙ୍କୁ ବସୁଦେବଙ୍କର ଭାର୍ଯ୍ୟାର୍ଥ ବଳପୂର୍ବକ ଆଣିଥିଲେ ଓ ସେହି ସମୟରେ ସୋମଦତ୍ତ ନାମକ ଜଣେ ରାଜା ଏହାଙ୍କୁ ବାଧା ଦେବାରୁ ଶିନି ସୋମଦତ୍ତଙ୍କୁ ପଦାଘାତ କରିଥିଲେ ଏହାଙ୍କ ପୁତ୍ରଙ୍କ ନାମ ସତ୍ୟକ ଓ ପୈତ୍ରକଙ୍କ ନାମ ସାତ୍ୟକି ସାତ୍ୟକି ପାଣ୍ଡବ ପକ୍ଷୀୟ ଯୋଦ୍ଧା ଥିଲେ]

୩. ଅକ୍ରୂରଙ୍କ ପିତା— (ବିଶ୍ୱକୋଷ) —୩. Name of the fatherr of Akrūra.
୪. କ୍ଷତ୍ରିୟ ବିଶେଷ (ହିନ୍ଦୀ - ଶ.) —୪. A class of Kshatriyas.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀନିବାସର ଡ଼ାକ ନାମ —Name for calling Ṡrīnibāsa.