Jump to content

ଶିପ

ଉଇକିଅଭିଧାନ‌ରୁ

ଶିପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁକ୍ତି; ପା. ସିପ୍ପି)

[ସମ୍ପାଦନା]
୧. ଶାମୁକା; ଶୁକ୍ତିର ଖୋଳ —୧. Oyster shell, mother of pearls.

[ଦ୍ରଷ୍ଟବ୍ୟ —ଏହାର କାଟି ପାଲିସ୍ କରି ବୋତାମ ଛୁରୀବେଣ୍ଟ ଆଦି ତିଆରି କରାଯାଏ]

୨. ନଡ଼ିଆ ଫୁଲଗଛକୁ ଆବଦ୍ଧ କରିଥିବା ଖୋଳ; ନଡ଼ିଆର ଫୁଲର ଖୋସା —୨. The sheath enclosing the eluster of cocoanut-flowers.

[ଦ୍ରଷ୍ଟବ୍ୟ —ଏହା ଖଣ୍ଡ଼ାର ଖାପ (ଖଡ୍ଡକୋଷ) ପରି ଦେଖାଯାଏ ଏହି ନଡ଼ିଆ ଶିପ ବା ଖୋସାକୁ ଚିରୁଡ଼ା ଚିରୁଡ଼ା କରି ଚିରି ବାନ୍ଧି ତହିଣରେ ଅଟା ବା ବଡ଼ିଆ କରାଯାଏ; ସେ ବଡ଼ିଆରେ ନିଆଁ ଲଗାଇଲେ ତହିଁରୁ ଯେ ଧୂଆଁ ବାହାରେ, ସେ ଧୂଆଁଦ୍ୱାରା ମଶାମାନେ ପଳାଇଯାନ୍ତି ମଶାମାନଙ୍କ ପକ୍ଷରେ ଅନ୍ୟ ଧୂଆଁ ଅପେକ୍ଷା ଏ ଧୂଆଁ ଅଧିକତରର ଅସହ୍ୟ ହେବା ପରୀକ୍ଷା କରାଯାଇଅଛି]