Jump to content

ଶିପାଇବା

ଉଇକିଅଭିଧାନ‌ରୁ

ଶିପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶିପା [ପେ]ଇଯିବା—ଅନ୍ୟରୂପ)

ଦେଶଜ - କ୍ରି

[ସମ୍ପାଦନା]
୧. ସଙ୍କୁଚିତ ହେବା; ଶୁଖି ସେମଟିଯିବା — ୧. To be contracted; to shrink; to be reduced.
୨. କ୍ଷୀଣ ହେବା — ୨. To become lean or emaciated.
୩. (ଣିଜନ୍ତ) ସଙ୍କୁଚିତ କରିବା —୩. To cause to shrink.