Jump to content

ଶିପିବା

ଉଇକିଅଭିଧାନ‌ରୁ

ଶିପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶିପିଯିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସଙ୍କୁଚିତ ହେବା — ୧. To be contracted.
୨. ଶୁଖି ସେମିଟି ଯିବା — ୨. To shrink and wither.
୩. କ୍ଷୀଣ ହେବା — ୩. To be reduced; to be emaciated; to become lean.