Jump to content

ଶିପିବିଷ୍ଟ

ଉଇକିଅଭିଧାନ‌ରୁ

ଶିପିବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ଶିପିବିଷ୍ଟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ (ଶିପ=ତେଜଃ+ବିଶ୍ ଧାତୁ+ଅପାଦାନ ତ)

[ସମ୍ପାଦନା]
୧. ଦୁଶ୍ଚର୍ମା —୧. Having shrunken or nasty skin.
୨. କୁଷ୍ଠରୋଗଗ୍ରସ୍ତ — ୨. Leprous; suffering from leprosy.
୩. ଜନ୍ମତଃ ଅନାବୃତ ମେଢ଼୍ରର (ବିଶ୍ୱକୋଷ) —୩. Having no foreskin since birth.
୪. ଟାଙ୍ଗରା — ୪. Bald.

ସଂସ୍କୃତ - ବିଶେଷ୍ୟ - ପୁଂ

[ସମ୍ପାଦନା]
୧. ବିଷ୍ଣୁଙ୍କର ନାମାନ୍ତର (ବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଏକନାମ) — ୧. One of the names of Bishṇu.

[ଦ୍ରଷ୍ଟବ୍ୟ —ମହାଭାରତରେ ଭଗବାନ କହିଅଛନ୍ତି ଯେ, ମୁଁ ଶିପି ଅର୍ଥାତ୍ ତେଜଃପ୍ରକାଶ କରି ଜଗତର ସବୁ ପଦାର୍ଥରେ ପ୍ରବେଶ କରେଁ ବୋଲି ମୋର ନାମ ଶିପିବିଷ୍ଟ ହୋଇଅଛି]

୨. ଶିବ (ନନ୍ଦେ) —Ṡiba.