ଶିବରାଜ
ଦେଖଣା
ଶିବରାଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଶାର ଜଣେ ପ୍ରାଚୀନ ରାଜା — An ancient king of Orissa.
[ଦ୍ରଷ୍ଟବ୍ୟ —ଶିବ ରାଜ ଶୈଳୋଦ୍ଭବ ବଂଶୀୟ ବୋଲି ଐତିହାସିକମାନେ
ସ୍ଥିର କରିଅଛନ୍ତି ତାଙ୍କର ପ୍ରସିଦ୍ଧ ପଟିଆ ଜିଲ୍ଲା ତାମ୍ରଶାସନ ୩ ଗୁପ୍ତାବ୍ଦରେ ଲିଖିତ ହୋଇଥିଲା ଏଥିରୁ ଜଣାଯାଏ ଯେ—ସେ ମାନବଂଶୀୟ ମହାରାଜ 'ଶଶାଙ୍କମାନ'ଙ୍କ ଅଧୀନ ସାମନ୍ତ ନୃପତି ଥିଲେ କେଦାରନାଥ. ମହାଯାତ୍ରା]