Jump to content

ଶିବରାତ୍ରି

ଉଇକିଅଭିଧାନ‌ରୁ

ଶିବରାତ୍ରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିବ ଚତୁର୍ଦ୍ଦଶୀ; ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ; ଜାଗର ଯାତ୍ରା —The festival observed on the night of ୧୪th day of the dark lunar fortnight of Phālguna.

[ଦ୍ରଷ୍ଟବ୍ୟ —ଏହା ମହାଦେବଙ୍କର ଗୋଟିଏ ପ୍ରଧାନ ଯାତ୍ରା ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ୧୪:ଟି ଯାତ୍ରା ମଧ୍ୟରେ ଏହା ସର୍ବ— ପ୍ରଧାନ ଏ ଦିନ ଅଚାଣ୍ଡାଳ ବ୍ରାହ୍ମଣ ହିନ୍ଦୁଙ୍କର ଉପବାସ ଓ ବ୍ରତ କର୍ତ୍ତବ୍ୟ ଏହି ରାତ୍ରରେ ଭକ୍ତ ଉଜାଗର ରହେ ଓ ରାତିରେ ଦେଉଳର ବେଢ଼ା ପରିକ୍ରମା ହେବା ପରେ ମନ୍ଦିରର ଚୂଡ଼ାକୁ 'ମହାଦୀପ' ଉଠାଯାଏ ଏହି ରାତ୍ରିର ୪ ପ୍ରହରରେ ଶିବଙ୍କୁ ଯଥାକ୍ରମେ ଦୁଗ୍ଧ, ଦଧି, ଘୃତ ଓ ମଧୁରେ ୪ଥର ପୂଜା କରାଯାଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଙ୍ଗଳମୟ ରାତ୍ରି —An auspicious night.

(ଉ—ବଶ ମଧୁପ କାହୁଁ ଲଭିବ, ବୁଝ ଶିବରାତ୍ରି ସମ୍ଭବିତ ଭଞ୍ଜ. ବୈଦେହୀଶବିଳାସ)