ଶିବରାମ ଜଣାଣ
ଗଞ୍ଜାମ ବ୍ରହ୍ମପୁରର ସ୍ୱର୍ଗୀୟ କବି ଭୁବନେଶ୍ୱର କବିଚନ୍ଦ୍ର (୧୮୪୬—୧୮୯୨: )ଙ୍କ ବିରଚିତ ମହାଦେବ ଓ ବିଷ୍ଣୁଙ୍କ ସ୍ତବ ପୁସ୍ତିକା —Name of a booklet of prayer addressed to Ṡiba and Bishṇu by poet Bhubaneṡwara Kabichandra of Ganjām.