Jump to content

ଶିବଲିଙ୍ଗିନୀ

ଉଇକିଅଭିଧାନ‌ରୁ

ଶିବଲିଙ୍ଗିନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶକ୍ତି ସମନ୍ୱିତ ଶିବଲିଙ୍ଗ ଆକୃତି ବିଶିଷ୍ଟ କ୍ଷୁଦ୍ର କୃଷ୍ଣବର୍ଣ୍ଣ ଅଚିକ୍କଣ ବୀଜ ଯୁକ୍ତ ଆରଣ୍ୟ କଣ୍ଟକ ଲତା ବିଶେଷ —A wild tree the berries of which resemble the phallic emblem in shape.

[ଦ୍ରଷ୍ଟବ୍ୟ —ଏ ଲତା ଜଙ୍ଗଲରେ ଚତୁର୍ମାସ୍ୟାରେ ଅଧିକ ଜନ୍ମେ ଏହାର ଡାଙ୍ଗ ସରୁ ଓ ପତର କଲରା ପତ୍ର ପରି, ୩—୫: ଇଞ୍ଚ୍ ପରିଧି ବିଶିଷ୍ଟ, ଦନ୍ତୁରାଗ୍ର ଓ ପତ୍ରର ଅଗ ୫୭:ଟି ବାହାରି ଥାଏ ପତ୍ର—ଦଣ୍ଡର ମୂଳରେ ୫୬:ଟି ଫୁଲର ଛୋଟ ଗୁଚ୍ଛ ଲାଗିଥାଏ ପୁଲ ହଳଦିଆ ଏହା ଔଷଧରେ ଲାଗେ ବୈଦ୍ୟକ ମତରେ ଏହା ଗରମ, ଦୁର୍ଗନ୍ଧଯୁକ୍ତି, ପୌଷ୍ଟିକ, ଶୌଧକ, ଗର୍ଭଧାରକ ଓ କୁଷ୍ଠାଦିନାଶକ ଏହା କଟ୍ୱମ୍ଳ ଓ ବାତ ଶୋଥ କଫାପହ ଏ ଲତା ଫଳବତୀ ହେଲେ ଏଥିର ସର୍ବାଙ୍ଗ ଔଷଧପାଇଁ ସଂଗୃହୀତ ହୁଏ (ହିନ୍ଦୀ - ଶ) ଏହାର ବୀଜ ଶିବଲିଙ୍ଗଆକୃତିବିଶିଷ୍ଟ, କିନ୍ତୁ କ୍ଷୁଦ୍ର, କୃଷ୍ଣବର୍ଣ୍ଣ ଓ ଅଚିକ୍କଣ (ଯୋଗେଶ୍ଚନ୍ଦ୍ର)]