ଶିବାନନ୍ଦ
ନନ୍ଦବଂଶର ଜନୈକ ରାଜା —A king of the Nanda dynasty.
[ଦ୍ରଷ୍ଟବ୍ୟ —ଓଡ଼ିଶାର ନନ୍ଦବଂଶ ନାମକ ଗୋଟିଏ ରାଜବଂଶ ଐରାବତ ମଣ୍ଡଳ ନାମକ ରାଜ୍ୟ (ଆଧୁନିକ ବାଙ୍କି, ଡମପଡା, ଆଠଗଡ଼, ନରସିଂହ ପୁର) ଶାସନ କରୁଥିଲେ ଶିବାନନ୍ଦ ସେହି ରାଜବଂଶର ଜଣେ ପ୍ରଧାନ ରାଜା ଥିଲେ କେଦାରନାଥ ମହାପାତ୍ରା]