Jump to content

ଶିବାଳୟ

ଉଇକିଅଭିଧାନ‌ରୁ

ଶିବାଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶିବ+ଆଳୟ)

[ସମ୍ପାଦନା]
୧. ଶିବ ମନ୍ଦିର — ୧. Temple of Ṡiba.
୨. (ଶିବ+ଆଳୟ)
ଶ୍ମଶାନ —୨. Cremation ground (literally abode of Ṡibā-jackals)
୩. ରକ୍ତ ତୁଳସୀ — ୩. The red variety of basil plant.