Jump to content

ଶିବିକା

ଉଇକିଅଭିଧାନ‌ରୁ

ଶିବିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଶିବ ଶବ୍ଦରୁ ଶିବି ନାମ ଧାତୁ=ସୁଖଦେବ+ କର୍ତ୍ତୃ କ+ସ୍ତ୍ରୀ. ଆ)

[ସମ୍ପାଦନା]

ନରବାହ୍ୟ ଯାନବିଶେଷ; ପାଲିଙ୍କି; ସବାରି; ଡ଼ୋଲି —A palki; a chair carried on men's shoulders with poles.