Jump to content

ଶିବିର

ଉଇକିଅଭିଧାନ‌ରୁ

ଶିବିର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶୀ ଧାତୁ=ଶୟନ କରିବା, ବିଶ୍ରାମ କରିବା+ଅଧି— କରଣେ ଇର)

[ସମ୍ପାଦନା]
୧. ପଟ୍ଟବାସ; ତମ୍ୱୁ —୧. Tent.
୨. ସେନା ନିବାସ; ଛାଉଣି —୨. Cantoment; camp of an army; barracks.
୩. କିଲ୍ଲା; ଗଡ଼ (ହିନ୍ଦୀ - ଶ) —୩. Fort.
୪. ଚରକମତରେ ଏକପ୍ରକାର ତୃଣ ଧାନ୍ୟ (ହିନ୍ଦୀ - ଶ) —୪. A kind of grain.