Jump to content

ଶିବ ଗଙ୍ଗା

ଉଇକିଅଭିଧାନ‌ରୁ

ଶିବ ଗଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ମାନ୍ଦ୍ରାଜର ମଦୁରା ଜିଲ୍ଲା ଅନ୍ତର୍ଗତ ଗୋଟିଏ ବଡ଼ ଜମିଦାରୀ (କ୍ଷେତ୍ରଫଳ ୧୨୨: ବର୍ଗ ମାଇଲ) —୧. Name of a big estate in the district of Madura.
୨. ମହୀଶୂର ରାଜ୍ୟର ବାଙ୍ଗାଲୁର ଜିଲ୍ଲାର ଗୋଟିଏ ପର୍ବତ (ଉଚ୍ଚତା ୪୫୯: ଫୁଟ) ଓ ତତ୍ପାଦଦେଶସ୍ଥ ଗ୍ରାମ —୨. Name of a mountain in the Mysore State and a village at its foot.
୩. ଶିବଙ୍କ ମନ୍ଦିରସନ୍ନିକଟସ୍ଥ ନଦୀ ବା ତୀର୍ଥ (ହିନ୍ଦୀ - ଶ.) —୩. A river or sacred bathing place near a temple of Ṡiba.