ଶିବ ଗିରି
ଦେଖଣା
ଶିବ ଗିରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶିବସେବିତ ଗିରି)
[ସମ୍ପାଦନା]କୈଳାସ — The Kaiḻāsa mountain.
[ଉ—ରୂପେ ଶୋଭିତ ଶିବଗିରି ଜଗନ୍ନାଥ. ଭାଗବତ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ନାମ) ମାନ୍ଦ୍ରାଜ ପ୍ରଦେଶର ତିନ୍ନେଭେଲୀ ଜିଲ୍ଲାର ଗୋଟିଏ ଜମିଦାରୀ ଓ ନଗର —Name of an estate and town in Tinnevely district of Madras.