Jump to content

ଶିବ ଜ୍ଞାନ

ଉଇକିଅଭିଧାନ‌ରୁ

ଶିବ ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିବରର ବା ମଙ୍ଗଳର ଜ୍ଞାନ ହୁଏ ଯାହାଦ୍ୱାରା)

[ସମ୍ପାଦନା]
୧. ଶୁଭାଶୁଭ କାଳବୋଧକ ଶାସ୍ତ୍ର ବିଶେଷ —୧. The science dealing with auspicious and inauspicious periods.

(ଶିବାଗୈରୀ ତଳେ ଟୀକା ଦେଖ)

୨. ମଙ୍ଗଳ ବା ଶୁଭ ସମ୍ୱନ୍ଧୀୟ ଜ୍ଞାନ — ୨. Knowledge about happiness or bliss.