ଶିବ ଦ୍ୱାଦଶନାମ
ଦେଖଣା
ଶିବ ଦ୍ୱାଦଶନାମ
ଉଚ୍ଚାରଣ
[ସମ୍ପାଦନା](ଶିବ ଦ୍ୱାଦଶ ନାମାନି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହାଦେବଙ୍କର ୧୨: ଗୋଟି ନାମାନ୍ତର — ୧୨ names of Ṡiba (by uttering which the votary is promised to be free from the stain of various heinous sins of commision.
[ଦ୍ରଷ୍ଟବ୍ୟ —ଶିବଙ୍କ ଦ୍ୱାଶ ନାମ ଯଥା ୧ ମହାଦେବ, ୨ ମହେଶ୍ୱର, ୩ ଶଙ୍କର, ୪ ବୃଷଭଧ୍ୱଜ, ୫ କୃତ୍ତିବାସ, ୬ କାମାଙ୍ଗନାଶନ, ୭ ଦେବଦେବେଶ, ୮ ନୀଳକଣ୍ଠ, ୯ ଈଶ୍ୱର ୧ ପାର୍ବତୀପ୍ରିୟ, ୧୧: ରୁଦ୍ର, ଓ ୧୨: ଶିବ
ଏହି ଦାଦଶ ନାମକୁ ତ୍ରିସନ୍ଧ୍ୟାରେ ଉଚ୍ଚାରଣ କଲେ ବ୍ରହ୍ମହତ୍ୟା, ଗୁରୁତର ଗମନ, ସ୍ତ୍ରୀ ହତ୍ୟା, ବାଳହତ୍ୟା, ଗୋହତ୍ୟା, କୃତଘ୍ନତା, ବୃଷଳୀଗନ, ସୁରାପାନ ପାପରୁ ଲୋକ ମୁକ୍ତିଲାଭ କରେ—ହିନ୍ଦୁ ଶାସ୍ତ୍ରରେ ଏହିପରି ଉଲ୍ଲେକ ଅଛି)