ଶିବ ପୁର
ଦେଖଣା
ଶିବ ପୁର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]କଲିକତାର ଗଙ୍ଗାକୂଳରେ ଫୋର୍ଟ— ବାଲିଆମ୍ ଦୁର୍ଗର ଅପର ପାରିରେ ଅବସ୍ଥିତ ହୁଗୁଳି ଜିଲ୍ଲାର ହାବଡ଼ା ନଗରର ଦକ୍ଷିଣ ଉପକଣ୍ଠସ୍ଥ କ୍ଷୁଦ୍ର ନଗର — Ṡibpur; a suberb of Howra on the opposite side of Calcutta on the Ganges.
[ଦ୍ରଷ୍ଟବ୍ୟ —ଏଠାରେ ପୃଥିବୀରେ ବିଖ୍ୟାତ ରାଜକୀୟ ଉଦ୍ଭିଜ୍ଜତତ୍ତ୍ୱ— ଉଦ୍ୟାନ (Royal Botanical gardens) ଓ ଇଞ୍ଜିନିଅରିଙ୍ଗ୍ କଲେଜ୍ (Sibpur Engeneering College) ଅଛି]