ଶିବ ଭକ୍ତ
ଦେଖଣା
ଶିବ ଭକ୍ତ
ଉଚ୍ଚାରଣ
[ସମ୍ପାଦନା](ଶିବଭକ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍)
[ସମ୍ପାଦନା]ଶୈବ; ଯେଉଁ ହିନ୍ଦୁଙ୍କ ଇଷ୍ଟଦେବ ମହାଦେବ ଅଟନ୍ତି —A devotee of God Ṡiba.
[ଦ୍ରଷ୍ଟବ୍ୟ —ଇଷ୍ଟଦେବତାଙ୍କ ନାମ ଅନୁସାରେ ଭକ୍ତମାନଙ୍କ ଶ୍ରେଣୀବିଭାଗ ହୋଇଥାଏ, ଯଥା—ବିଷ୍ଣୁପୂଜକ—ବୈଷ୍ଣବ, ଶିବପୂଜକ—ଶୈବ,
ଗଣପତି ପୂଜକ—ଗାଣପତ୍ୟ, ସୂର୍ଯ୍ୟପୂଜକ—ସୌର, ଶକ୍ତି— ପୂଜକ—ଶାକ୍ତ]