Jump to content

ଶିବ ମଲ୍ଲୀ

ଉଇକିଅଭିଧାନ‌ରୁ

ଶିବ ମଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବକ ବା ବଗହୁଳା ଗଛ (ଅଗସ୍ତି ଗଛପରି); ବସ୍ମ ବୃକ୍ଷ —୧. Sesbani Grandiflora. (tree)

[ଦ୍ରଷ୍ଟବ୍ୟ — ଏହା କଫ, ପିତ୍ତ, ବିଷଦୋଷ, ଯୋତିଶୂଳ, ପିପାସା, ଦାହ, କୁଷ୍ଠ, ଶୋଥ ଓ ରକ୍ତ ଦୋଷନାଶକ]

୨. ବକୁଳ ବୃକ୍ଷ (ହିନ୍ଦୀ - ଶ.) —୨. The Bakuḻa tree.
୩. ଅର୍କଗୁଳ୍ମ (ହିନ୍ଦୀ - ଶ.) — ୩. Calotropis Gigantea (plant).
୪. ଶିବଲିଙ୍ଗିନୀ (ଦେଖ) - (ହିନ୍ଦୀ - ଶ.) —୪. Ṡibaliṇginī. (creeper) (See).
୫. ବାସଙ୍ଗ ଗଛ (ବିଶ୍ୱକୋଷ) —୫. Adhatoda Vasica tree.
୬. ଶ୍ରୀବଲ୍ଲୀ ନାମକ କଣ୍ଟକୀବୃକ୍ଷ (ହିନ୍ଦୀ - ଶ.) —୬. Name of a thorny plant.

[ଦ୍ରଷ୍ଟବ୍ୟ — ମତାନ୍ତରରେ ଶ୍ରୀବଲ୍ଲି ଓ ଶିବଲିଙ୍ଗିନୀ ଏକ ଅଟେ]