Jump to content

ଶିବ ରସ

ଉଇକିଅଭିଧାନ‌ରୁ

ଶିବ ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତିନି ଦିନରୁ ବେଶି ପର୍ଯ୍ୟୁସିତ ଅନ୍ନୋଦକଜାତ ରସ; କାଞ୍ଜି (ବିଶ୍ୱକୋଷ) —Stale rice-water more than ୩ days old.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ଦୀପନ, ମଧୁର, ଅମ୍ଳ, ଅସୃଗ, ଦାହପ୍ରଦ, ଲଙ୍ଘୁ ଓ ତର୍ପଣ—ବିଶ୍ୱକୋଷ]