Jump to content

ଶିବ ଲୋକ

ଉଇକିଅଭିଧାନ‌ରୁ

ଶିବ ଲୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାଦେବଙ୍କ ଅଧିଷ୍ଠିତ ସ୍ୱର୍ଲୋକବିଶେଷ, (ଦ୍ର—ଏଠାରେ ଶିବଭକ୍ତମାନେ ପରକାଳରେ ବାସ କରନ୍ତି ବୋଲି ସୋମାନଙ୍କର ବିଶ୍ୱାସ) —୧. A mythological region set apart for the abode of the devotees of Ṡiba after death.
୨. କୈଳାସପର୍ବତ —୨. Kailāsa mountain.