Jump to content

ଶିବ ଶୟନ

ଉଇକିଅଭିଧାନ‌ରୁ

ଶିବ ଶୟନ

ଉଚ୍ଚାରଣ

[ସମ୍ପାଦନା]

(ଶିବଶୟନ, ଚତୁର୍ଦ୍ଦଶୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ (ଦ୍ର—ଏହା ଲିଙ୍ଗରାଜଙ୍କର ୧୪: ଯାତ୍ରା ମଧ୍ୟରୁ ଏକତମ) —The festival observed on the ୧୪th day of the bright lunar fortnight of Ashāṟḍ̠ha.

[ଦ୍ରଷ୍ଟବ୍ୟ —ଶିବ ଏ ଦିନ ଶୁଅନ୍ତି ଓ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଉଠନ୍ତି]