ଶିମନ୍ଥାନ
ଦେଖଣା
ଶିମନ୍ଥାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିମନ୍ଥାନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶିରଃ ବା ସୀମନ୍ତ ଓ ସ୍ଥାନ)
[ସମ୍ପାଦନା]- ୧. ଶିରୋଦେଶ; ମୁଣ୍ଡ —୧. Head.
- ୨. ମୁଣ୍ଡତଳେ ଦିଆଯିବା ତକିଆ —୨. A pillow for the head.
- ୩. ଶଯ୍ୟାର ଯେଉଁ ପାଖରେ ଶୋଇବା ବ୍ୟକ୍ତି ମୁଣ୍ଡ ଦେଇ ଶୁଅନ୍ତି —୩. The part of the bed where the sleeper lays the head.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଶିମସ୍ଥାନମ୍ (ଦେଖ) - — Ṡimasthānam (See)