Jump to content

ଶିମସ୍ଥାନମ୍

ଉଇକିଅଭିଧାନ‌ରୁ

ଶିମସ୍ଥାନମ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ସ. ସୀମନ୍ତ)

[ସମ୍ପାଦନା]

ରାଜା ଆଦିଙ୍କର ରାଜଧାନୀ —The headquarters or capital of a Rājā.

[ଦ୍ରଷ୍ଟବ୍ୟ —ଗଞ୍ଜମରେ ରାଜା ବା ଜମିଦାରମାନଙ୍କ ରାଜଧାନୀସ୍ଥ ସଦର କଚେରିକୁ 'ଶିମ— ସ୍ଥାନମ୍' ବୋଲାଯାଏ]