Jump to content

ଶିମିଳି ଗଛରେ ପିଚା ଘିଷିବା

ଉଇକିଅଭିଧାନ‌ରୁ

ଶିମିଳି ଗଛରେ ପିଚା ଘିଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶିମିଳି ଗଛରେ ଗାଣ୍ଡି (ପିଚା) ଘଷି ହେବା—ଅନ୍ୟରୂପ]

ଦେଶଜ - ପ୍ରବଚନ (ଲକ୍ଷଣାର୍ଥ)—(କଣ୍ଟକ— ମୟ ଶାଳୃଳୀ ବୃକ୍ଷରେ ପିଚା ଘଷିଲେ ଦେହ କ୍ଷତ ହୁଏ)

[ସମ୍ପାଦନା]

ନିଜେ ଜାଣି ଶୁଣି କଷ୍ଟଜନକ କାର୍ଯ୍ୟ କରିବା; ବିପଦକୁ ଡ଼ାକି ଆଣିବା —(figurative) To invite danger; to cortt danger.