Jump to content

ଶିମୂଳି ଲତା

ଉଇକିଅଭିଧାନ‌ରୁ

ଶିମୂଳି ଲତା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାମର କରଣ ବଂଶୂବିଶେଷରେ କୁଳପ୍ରଥା ବିଶେଷ (ବୋଧହୁଏ ଶିମିଳିଗଛର ଭଣ୍ଡାପରି ଏଥିରେ ଚିତ୍ର ଅଙ୍କିତ ହେଉଥିବାରୁ); ନବବଧୂ ପ୍ରଥମେ ଶାଶୁ ଘରକୁ ଆସିବା ଉପଲକ୍ଷରେ ବହିର୍ଦ୍ୱାରଠାରୁ ମିଳି ଭା (ହା)ଣ୍ଡ-ଅନ୍ୟରୂପ)ମ.

ଈଶାଣ ବା ପାକଶାଳା ପର୍ଯ୍ୟନ୍ତ ପିଠଉରେ ଅଙ୍କିତ ଲତାକାର ରେଖା (ନନ୍ଦେ) —lInes (resembling a creeper) drawn with rice-paste on the ground from the outer door of the daughter-in-law's first visit; to her husband's house.