Jump to content

ଶିମ୍ୱୀଜା

ଉଇକିଅଭିଧାନ‌ରୁ

ଶିମ୍ୱୀଜା

ଉଚ୍ଚାରଣ

[ସମ୍ପାଦନା]

(ଶିମ୍ୱିଧାନ୍ୟ, ଶିମ୍ୱାଭବ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶିମ୍ୱି+ଜନ ଧାତୁ+କର୍ତ୍ତୃ. ଅ; +ଅ)

[ସମ୍ପାଦନା]

ଶିମ୍ୱ ଜାତୀୟ ଉଦ୍ଭିଦର ଛୁଇଁ; ବୈଦଳିକ ଶିମ୍ୱ; ମୃଗ ଶିମ୍ୱ ଓ ମଟର ଆଦିର ଛୁଇଁ; ଦ୍ୱିଦଳ ଅନ୍ନ —The pod of beans and leguiminous plants.

[ଦ୍ରଷ୍ଟବ୍ୟ —ଏହା ମଧୁର କଷାୟ ରସ, କଟୁ ବିପାକ, ବାତଜନକ କଫପିତ୍ତ ନାଶକ, ମଳମୂତ୍ରରୋଧକ ଓ ଶୀତବୀର୍ଯ୍ୟ ମୃଗ ବିରି, କୋଳଥ, ମୟର, ବରଗୁଡ଼ି, ଶିମ୍ୱ, ମଟର ଓ ହରଡ଼ ଆଦି ଛୁଇଁର ସାଧାରଣ ନାମ ଶିମ୍ଭିଜ]