ଶିରଃପୀଡ଼ା
ଦେଖଣା
ଶିରଃପୀଡ଼ା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ମୁଣ୍ଡବଥା; ମୁଣ୍ଡବିନ୍ଧା — Headache.
[ଦ୍ରଷ୍ଟବ୍ୟ —ମୁଣ୍ଡବୁଲା, ମୁଣ୍ଡବିନ୍ଧା ଆଦି ସବୁପ୍ରକାର ପୀଡ଼ାକୁ ଶିରଃପୀଡ଼ା ବୋଲାଯାଏ, କିନ୍ତୁ ମୁଣ୍ତବିନ୍ଧା ଓ ଅଧାକପାଳୀ ବଥାକୁ ଶିରଃଶୂଳ କୁହାଯାଏ ଆୟୁର୍ବେଦରେ ୧୧: ପ୍ରକାର ଓ ଯୁନାନୀରରେ ୧୯: ପ୍ରକାର ଶିରଃପୀଡ଼ାର ବର୍ଣ୍ଣନା ଅଛି ପରନ୍ତୁ କେହି କେହି ୨୧: ପ୍ରକାର କହନ୍ତି ଆୟୁର୍ବେଦ ମତରରେ ବାତଜ, ପିତ୍ତଜ, କଫଜ, ସନ୍ନିପାତନ , ରକ୍ତଜ କ୍ଷୟଜ, କୃମିଜ, ସୂର୍ଯ୍ୟାବର୍ତ୍ତ, ଅନନ୍ତବାତ, ଅର୍ଦ୍ଧାବ ଭେଦକ ଓ ଶଙ୍ଖକ, ଏହି ୧୧: ପ୍ରକାର ଶିରଃପୀଡ଼ା ଅଟେ]