Jump to content

ଶିରଖିସ୍ତ

ଉଇକିଅଭିଧାନ‌ରୁ

ଶିରଖିସ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ବୃକ୍ଷଦେଶରେ ଅପୀତ ବା ଶ୍ୱେତ ନିର୍ଯ୍ୟାସ —Manna.

[ଦ୍ରଷ୍ଟବ୍ୟ —ନାନା ବୃକ୍ଷରୁ ଏହା ମିଳେ ବିଶେଷତଃ ପଶ୍ଚିମ ହିମାଳୟର ବୃକ୍ଷବିଶେଷ (The common Ash, Fraxinus Excelsior or Floribunda)ରୁ ମିଳେ କୌଣସି କୌଣସି ବାଉଁଶରୁ ଓ ଦେବଦାରୁ ଗଛର ଡ଼ାଳରୁ ମିଳେ ଏ ଗଛକୁ ପୋକମାନେ କଣା କରିବାକୁ ସେହି କଣାବାଟେ ଏ ଲସ ବାହାରେ; ଏହା ଔଷଧରେ ବ୍ୟବହୃତ ହୁଏ