Jump to content

ଶିରଚ୍ଛେଦ

ଉଇକିଅଭିଧାନ‌ରୁ

ଶିରଚ୍ଛେଦ

ଉଚ୍ଚାରଣ

[ସମ୍ପାଦନା]

(ଶିରଶ୍ଚେଦନ—ଅନ୍ୟରୂପ)

=== ସଂସ୍କୃତ - ବି—(୬ଷ୍ଠୀ ତତ୍; ଶିରସ+ଛେଦ)

୧. ମୁଣ୍ଡକାଟ ୧. Beheading.
୨. ମୁଣ୍ଡକୁ ଗଣ୍ଡିରୁ କାଟି ଦେବା —୨. Decapitation.
୩. ମୁଣ୍ଡକାଟ ରୂପ ରାଜଦଣ୍ଡ —୩. Capital punishment.