ଶିରଚ୍ଛେଦନ
(ଶିରଚ୍ଛେଦ—ଅନ୍ୟରୂପ)
ମୁଣ୍ଡକାଟ —Beheading.
[ଉ—ପତିକି ଯୁବତୀ ବିଚ୍ଛୋଦରୁ ଭଲ ଶିରଚ୍ଛେଦନ ହେବାର—ଭଞ୍ଜ ପ୍ରେମ ସୁଧାନିଧି]