Jump to content

ଶିରନାମା

ଉଇକିଅଭିଧାନ‌ରୁ

ଶିରନାମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶିର ଓ ନାମନ୍)

[ସମ୍ପାଦନା]
୧. ଶିରୋନାମା; ଯେଉଁ ବ୍ୟକ୍ତିଙ୍କ ନିକଟକୁ ଚିଠି ଲେଖା ହେଉଥାଏ, ଚିଠିର ଆଦ୍ୟରେ ଲେଖାଯିବା ତାଙ୍କ ନାମ ଆଦି —୧. The heading or headline of a letter.

[ଦ୍ରଷ୍ଟବ୍ୟ —ଶିରନାମାର ଉଦାହରଣ—ପତ୍ରରେ ବିଷୟ ଲେଖିବା ପୂର୍ବରୁ ପତ୍ରର ଆଦ୍ୟରେ ଲେଖାଯିବା— "ପରମପୂଜନୀୟ ଶ୍ରୀଳ ଶ୍ରୀଯୁକ୍ତ ଅମୁକ ମହୋଦୟ ଶ୍ରୀ ଚରଣ କମଲେଷୁ"]

୨. ଚିଠିର ଲଫାଫା ଉପରେ ଲେଖା— ଯିବା ଗ୍ରାହକଙ୍କ ନାମ ଆଦି —୨. The address or superscription on the cover of a letter.