Jump to content

ଶିରପା

ଉଇକିଅଭିଧାନ‌ରୁ

ଶିରପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶିରଃ ଓ ପାଦ, ତୁଳବୈଦେଶିକ - ଶିପ୍ରା= ଉଷ୍ଣୀଷ)

[ସମ୍ପାଦନା]
୧. ପାରିତୋଷିକ ରୂପେ ଦିଆଯିବା ବସ୍ତ୍ର — ୧. A cloth awarded as a prize to a person.

[ଉ—ଖବୁଆ ମିଛୁଆ ଲୋକେ ଶିରପା ପାଇବେ ପ୍ରାଚୀ—ଶ୍ରୀଗୁରୁଭକ୍ତି ଭକ୍ତି ଗୀତା]

୨. ମୁଣ୍ଡରେ ବନ୍ଧିଯିବା ପାଗ —୨. Turban for the head.
୩. ମୁକୁଟ —୩. Crown.
୪. ଉପହାର —୫. Present.
୬. ରାଜାମାନେ କୌଣସି ବ୍ୟକ୍ତିକୁ ଉପାଧି ଦେବା କିମ୍ୱା କୌଣସି ପ୍ରଜାର ପୋଷ୍ୟ ପୁତ୍ରକୁ ମଞ୍ଜୁର କରିବା କିମ୍ୱା ମୃତ ବ୍ୟକ୍ତିର ଉଆରସକୁ ଉତ୍ତରାଧିକାରୀ ସ୍ୱୀକାର କରିବା ଉପଲକ୍ଷରେ ଉକ୍ତ ବ୍ୟକ୍ତିର ମୁଣ୍ଡରେ ବାନ୍ଧି ଦେବା ବସ୍ତ୍ର —୬. A piece of cloth tied round the head of a person on whom a Raja bestows a title or whom a Rajja recognises as the adopted son or heir apparent or successor to a person.

[ଦ୍ରଷ୍ଟବ୍ୟ —ଉକ୍ତ ବ୍ୟକ୍ତିକୁ ସନନ୍ଦ ଦିଆଯାଏ ଓ ତା ମୁଣ୍ଡରେ ଶିରପା ବନ୍ଧାଯାଏ ଶିରପା ବନ୍ଧାହେବା ପରେ ସେ ରାଜଧାନୀରେ ବାଦ୍ୟାଦି ସମଭିବ୍ୟାହାରରେ ବୁଲି ଆସେ]

୭. ଦେବତାଙ୍କ ଭଣ୍ଡାରରୁ ବିଶିଷ୍ଟ ଯାତ୍ରୀମାନଙ୍କୁ ଉପହାର ଦିଆଯିବା ବସ୍ତ୍ର —୭. A piece of cloth presented to a distiguished visitor to a shrine.
୮. ଅଶ୍ୱର ଅଗ୍ରପଦ ଉତ୍ତୋଳନ —୮. The lifting of the fore legs by a restive horse; the pawings of a restive horse.
୯. ଖିଲ୍ଲତ; ମୁଣ୍ଡରୁ ଗୋଡ଼ଯାକେ ଆବୃତ କରିବା ପୋଷାକ ଯାହା ରାଜଦରବାରରୁ ସମ୍ମାନସୂଚକ ଚିହ୍ନରୂପେ ବ୍ୟକ୍ତି— ବିଶେଷଙ୍କୁ ଦିଆଯାଏ —୯ Full dress given to persons honoured by the Rajaj.