ଶିରପାଳିଆ
ଦେଖଣା
ଶିରପାଳିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଲାବାଲାଙ୍କ ଦଳ ମଧ୍ୟରୁ ଗାୟକ ଦଳରେ ଯେଉଁ ବ୍ୟକ୍ତି ଗାୟବ ସଙ୍ଗେ ଗୀତ ଆଦି ବୋଲେ ଓ ପାଳି ଧରେ —A person who seconds the singer in a party of pālā chanters.
[ଦ୍ରଷ୍ଟବ୍ୟ —ପାଲାବାଲା ୨ ଦଳରେ ବିଭକ୍ତ ହୁଅନ୍ତି ୧ ଗାୟକ ଦଳ ଓ ୨ ବାୟକ ଦଳ ଗାୟକ ଦଳରେ ୨ ଜଣ, ଯଥା୪ ଗାୟକ ଓ ଶିରପାଳିଆ ଓ ବାୟକ ଦଳରେ ଜଣେ ମୃଦଙ୍ଗ ବଜାଏ ଓ ୨ ଜଣ ଝାଞ୍ଜ ବଜାନ୍ତି ଏବଂ ଗାୟକଙ୍କ ବୋଲିବା ପଦମାନଙ୍କ ଶିରପାଳିଆ ପୁନରାବୃତ୍ତି କରେ]