Jump to content

ଶିରପା ବାନ୍ଧିବା

ଉଇକିଅଭିଧାନ‌ରୁ

ଶିରପା ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉପାଧି ପ୍ରାପ୍ତ ବା ଉତ୍ତାରାଧୀକାରୀ ରୂପେ ରାଜାଙ୍କଦ୍ୱାରା ସ୍ୱୀକୃତ ବା ପୋଷ୍ୟପୁତ୍ରରୂପେ ସ୍ୱୀକୃତ ବ୍ୟକ୍ତିର ମୁଣ୍ଡରେ 'ଶିରପା' ବାନ୍ଧିବା — To tie a turban round the head of a person on whom a king bestows a title or whom the Raja recognises as an heir or heir apparent to a person.
୨. (ଲକ୍ଷଣାର୍ଥ) ପୁରସ୍କାର ଦେବା —୨. (figurative) To reward.