Jump to content

ଶିରଶ୍ଚାଳିଦେବା

ଉଇକିଅଭିଧାନ‌ରୁ

ଶିରଶ୍ଚାଳିଦେବା

ଉଚ୍ଚାରଣ

[ସମ୍ପାଦନା]

(ଶିରଶ୍ଚାଳିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି—(ସଂସ୍କୃତ - ଶରିଶ୍ଚାଳନ)

ଇତସ୍ତତଃ ମୁଣ୍ଡ ହଲାଇବା —To shake one's head; to wag the head.

[ଉ— ବୋଲି ଚତୁରୀ ନାଶାପୁଡ଼ା ଫୁଲାଇ ଶିର ଶ୍ଚାଳିଦେଇ ରହି ଭଞ୍ଜ. ବୈଦେହୀଶବିଳାସ]