ଶିରସ
ମସ୍ତକ; ମୁଣ୍ଡ —Head.
[ଉ—ବାସୁକୀ ଶିରସେ ଯଥା ଧରିଛି ଧରିତ୍ରୀ, ତଥା ଗିରି ସେ ବହି ଆକାଶେ ଆସେ —ଭଞ୍ଜ. ବୈଦେହୀଶବିଳାସ]