Jump to content

ଶିରସିଜ

ଉଇକିଅଭିଧାନ‌ରୁ

ଶିରସିଜ

ଉଚ୍ଚାରଣ

[ସମ୍ପାଦନା]

[ଶିରୋଜ—ଅନ୍ୟରୂପ]

ସଂସ୍କୃତ - ବି—(ଅଲୁକ୍ ସମାସ;ସଂସ୍କୃତ - ଶିରସି=ମୁଣ୍ଡରେ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

କେଶ; ମୁଣ୍ଡକାଳ —The hair of the head.