ଶିରସ୍ୟ
ଦେଖଣା
ଶିରସ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶିକସ୍+ ସମ୍ୱନ୍ଧାର୍ଥେ ଯ)
[ସମ୍ପାଦନା]- ୧. ଶିରଃ ବା ମସ୍ତକ ସମ୍ୱନ୍ଧୀୟ —୧. Relating to the head
- ୨. ଶିରୋଜ; ମସ୍ତକଜାତ —୨. Produced from the head.
ବିଶେଷ୍ୟ -
[ସମ୍ପାଦନା]- ୧. କେଶ; ମୁଣ୍ଡବାଳ —୧. The hair of the head.
- ୨. ନିର୍ମଳ କେଶ; ବିଷଦ କେଶ —୨. Clean hair; combed hair.
- ୩. ସୁନ୍ଦର ଜୁଡ଼ା —୩. A graceful chignon.