Jump to content

ଶିରାମପୁର

ଉଇକିଅଭିଧାନ‌ରୁ

ଶିରାମପୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅଶୁଦ୍ଧ)

[ସମ୍ପାଦନା]

ଶ୍ରୀରାମପୁର —Ṡrirāmapura.

[ଦ୍ରଷ୍ଟବ୍ୟ —ଏହା ବଙ୍ଗଦେଶର ହୁଗୁଳି ଜିଲ୍ଲାର ହୁଗୁଳି ନଦୀର ପଶ୍ଚିମ କୂଳରେ ଥିବା ଗୋଟିଏ ନଗର ଏଠାରେ ଧଳା କାଗଜ ତିଆରି ହେବାର ଗୋଟିଏ କଳ, ଖ୍ରୀଷ୍ଟିଆନ୍ ପାଦ୍ରୀମାନଙ୍କ ଉପନିବେଶ ଓ ସରକାରୀ ବୟନ ବିଦ୍ୟାଳୟ ଓ କଲେଜ ଅଛି ଶ୍ରୀରାମପୁରର ଅଶୁଦ୍ଧ ଗ୍ରାମ୍ୟ ଉଚ୍ଚାରଣ ଇଁରାଜିରେ ମଧ୍ୟ ଅନୁକୃତ ହୋଇ ଇଂରାଜି ଭାଷାରେ ଏଥିର ନାମ Serampore (ଶିରାମ— ପୁର) ହୋଇଅଛି କଲିକତା ହୁଗୁଳି ନଦୀର ପୂର୍ବ କୂଳରେ ଓ ଶିରାମପୁର ପଶ୍ଚିମ କୂଳରେ ଅବସ୍ଥିତ ଏହା କଲିକତାର ଉତ୍ତରରେ ୧ ମାଇଲ ଦୂରରେ ଅବସ୍ଥିତ]